38.3 C
Bhubaneswar
Saturday, June 20, 2026
Homeଓଡିଶାବିଦ୍ୟୁତ ତାର ଆଘାତରେ ଚାଲିଗଲା ହାତୀ ଛୁଆର ଜୀବନ

ବିଦ୍ୟୁତ ତାର ଆଘାତରେ ଚାଲିଗଲା ହାତୀ ଛୁଆର ଜୀବନ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ଫସଲକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବନ ବିଭାଗର ସୂଚନା ଅନୁସାରେ, ଭୋର ସମୟରେ ଗୋଠରୁ ଅଲଗାହୋଇ ମାଈ ହାତୀଟି ଜାମଶୂଳିଠାରେ ଜନବସତି ମୁହାଁ ହୋଇଥିଲା କ୍ଷ ଗାଁ ପାଖରେ ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଛି କ୍ଷ ହାତୀଟିର ଶୁଣ୍ଢରେ ବିଦ୍ୟୁତ ତାର ଲାଗି ରହିଥିଲା । ବେତନଟୀ ବନବିଭାଗ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking