28.1 C
Bhubaneswar
Thursday, September 19, 2024
Homeଓଡିଶାଜନସେବା କେନ୍ଦ୍ର ହେଲା ସିଲ୍

ଜନସେବା କେନ୍ଦ୍ର ହେଲା ସିଲ୍

ଖୋର୍ଦ୍ଧା : ସିଲ୍ ହେଲା ଜନସେବା କେନ୍ଦ୍ର । ଖୋର୍ଦ୍ଧା ପୌର ପରିଷଦ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ର ସିଲ୍ ହୋଇଛି । ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ପରିଷଦ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ରକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଜନସେବା କେନ୍ଦ୍ରର ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking