25.1 C
Bhubaneswar
Monday, December 22, 2025
Homeଓଡିଶାକଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର : ଛତ୍ରପୁର ଜେଲରେ ବଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଧାରୁଆ ଅସ୍ତ୍ରରେ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଚାରାଧୀନ କଏଦୀ ହେଉଛନ୍ତି ଆଶୁତୋଷ ନାୟକ । କିିଛି ଦିନ ପୂର୍ବରୁ କୋଦଳୀରୁ ଛତ୍ରପୁର ଜେଲକୁ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking