20.1 C
Bhubaneswar
Monday, December 22, 2025
Homeଦେଶ ବିଦେଶକଂଗ୍ରେସରେ କୁସ୍ତିଯୋଦ୍ଧା ଫୋଗାଟ ଏବଂ ପୁନିଆ

କଂଗ୍ରେସରେ କୁସ୍ତିଯୋଦ୍ଧା ଫୋଗାଟ ଏବଂ ପୁନିଆ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାରୁ ରାଜନେତା । ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ଖବର ଉପରେ ମୋହର ମାରିଛନ୍ତି ଉଭୟ ଫୋଗାଟ ଏବଂ ପୁନିଆ । ଆଗକୁ ହେବାକୁ ଥବା ହରିୟାଣା ବିଧାନସଭା ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇଛି । ଆଜି ଅପରାହ୍ନରେ ରାହୁଲ ଗାନ୍ଧୀଙ୍କୁ ଭେଟିବାର ଚିତ୍ର ଦେଖିବାକୁ ମିଳିଛି ।

କୋଲକାତା ଲଜ୍ୟା : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking