17.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଆପ୍ ବିଧାୟକ ଗିରଫ

ଆପ୍ ବିଧାୟକ ଗିରଫ

ନୂଆଦିଲ୍ଲୀ : ଆପ ବିଧାୟକଙ୍କୁ ଗିରଫ କରିଛି ଇଡି । ବିଧାୟକ ଅମାନତୁଲ୍ଲା ଖାନକୁ ଇଡି ଗିରଫ କରିଛି । ଦୀର୍ଘ ୬ ଘଣ୍ଟାର ଜେରା ପରେ ଇଡି ତାଙ୍କୁ ଗିରଫ କରିଛି । ୱାକଫ ଚାକିରି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ସୋମବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚି ଚଢ଼ଉ କରିଥିଲା । ।ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ବେଆଇନ ନିଯୁକ୍ତି ଏବଂ ଆର୍ଥିକ ହେରଫେର୍‌ ଅଭିଯୋଗର ସମ୍ମୁଖୀନ ହୋଇଥିବା ଖାନ ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି ଯେ ‘‘ମୋତେ ଗିରଫ କରିବା ପାଇଁ ଇଡିର ଲୋକମାନେ ଆସି ମୋ ଘରେ ପହଞ୍ଚିଛନ୍ତି।’’

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking