ଭୁବନେଶ୍ୱର : ବିଧାନସଭାରେ ଅଚଳାବସ୍ଥା ଜାରି । ଶୂନ୍ୟକାଳରେ ପୁଣି ଉଠିଲା ସୁଭଦ୍ରା ଯୋଜନା ପ୍ରସଙ୍ଗ । ଗୃହରେ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ । ସବୁ ମହିଳାଙ୍କୁ ସାମିଲ ଦାବିରେ ହୋହଲ୍ଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିନଥିଲା ପ୍ରଶ୍ନକାଳ ।