18.1 C
Bhubaneswar
Friday, December 12, 2025
Homeଓଡିଶାରାଜଧାନୀବାସୀଙ୍କୁ ନ ଖାଇବାକୁ କହିଲେ ମେୟର

ରାଜଧାନୀବାସୀଙ୍କୁ ନ ଖାଇବାକୁ କହିଲେ ମେୟର

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକରୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି। ତେଣୁ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ।
ମେୟର କହିଛନ୍ତି​‌ ଯେ, ସଂକ୍ରମିତ ଅଞ୍ଚଳଗୁଡ଼ିକରୁ କୁକୁଡ଼ା ନ କିଣିବାକୁ ରାଜଧାନୀର ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି। ବାର୍ଡ ଫ୍ଲୁ ନ କମିବା ଯାଏ ଆଗାମୀ କିଛିଦିନ ପର୍ୟ୍ୟନ୍ତ ଭୁବନେଶ୍ଵର ବାସିନ୍ଦାମାନେ ଚିକେନ ନ ଖାଇବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking