25.1 C
Bhubaneswar
Wednesday, February 11, 2026
Homeଓଡିଶାପହଣ୍ଡି ବିଭ୍ରାଟର ହେବ ସମୀକ୍ଷା

ପହଣ୍ଡି ବିଭ୍ରାଟର ହେବ ସମୀକ୍ଷା

ପୁରୀ : ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ବୈଠକ । ବୈଠକ ଆରମ୍ଭରେ ମହାପ୍ରଭୁଙ୍କ ସ୍ତୁତି ବନ୍ଦନା ହୋଇ ବୈଠକ କୁ ଆରମ୍ଭ କରାଯାଇଛି। ମୁଖ୍ୟ ପ୍ରଶାସକ ଗଜପତି ଅହିଂସା ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଛନ୍ତି। କାର୍ୟ୍ଯକାରୀ ପରିଚାଳନ କମିଟିର ଏହା ହେଉଛି ଶେଷ ବୈଠକ । ତେଣୁ ପ୍ରଥମେ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ସମର୍ଶନା ଦିଆଯାଇଛି । ପରିଚାଳନା କମିଟି ବୈଠକର କାର୍ଯ୍ୟକାଳ ଶେଷ ହୋଇଛି। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର ହେବା ତେବେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବୋ ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟରେ ଅଘଟଣ ଠାରୁ ଆରମ୍ଭ କରି ଜମିଜମା ସମସ୍ୟା ପର୍ୟ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ ହେବା ତା ସହିତ ଗତ ଜୁନ ୧୯,ଜୁନ ୨୫ ଓ ଅଗଷ୍ଟ ୫ ତାରିଖରେ ହୋଇଥିବା ପରିଚାଳନା କମିଟିର ଆଲୋଚନା ଉପରେ ର୍ଜୁନଃ ଆଲୋଚନା କରାଯିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking