24.1 C
Bhubaneswar
Friday, February 13, 2026
Homeଓଡିଶାପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଲା ବିଜେଡି ଟିମ୍

ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଲା ବିଜେଡି ଟିମ୍

ଭୁବନେଶ୍ବର : ପୋଲାଭରମ ସ୍ଥିତି ସମୀକ୍ଷା କଲା ବିଜୁ ଜନତା ଦଳ ଟିମ। ୨ ଦିନିଆ ଇଷ୍ଟ ଗୋଦାବରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜେଡି ଟିମ। ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଟିମରେ ଥିଲେ ସାଂସଦ ମୁନ୍ନା ଖାଁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ଭାସ୍କର ରାଓ ପ୍ରମୁଖ। ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି- ଆନ୍ଧ୍ରରେ ପୋଲାଭରମର ସ୍ଥିତି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏ ନେଇ ଦଳର ସଭାପତିଙ୍କୁ ରିପୋର୍ଟ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking