27.1 C
Bhubaneswar
Monday, August 31, 2026
Homeଓଡିଶାଚୋରୋଦା ସଂକ୍ରିତନ ମଣ୍ଡଳୀ ପକ୍ଷରୁ ଝୁଲଣ ଉତ୍ସବ

ଚୋରୋଦା ସଂକ୍ରିତନ ମଣ୍ଡଳୀ ପକ୍ଷରୁ ଝୁଲଣ ଉତ୍ସବ

ଯାଜପୁର : ଯାଜପୁର ଜିଲ୍ଲା ର ବ୍ୟାସନଗର ପୌପରିଷଦର ଚୋରୋଦା ଗ୍ରାମର ରାଧା ଏହି କୃଷ୍ଣ ମନ୍ଦିର ରେ ଚୋରୋଦା ସଂକ୍ରିତ ମଣ୍ଡଳୀ ପକ୍ଷ ରୁ 5ଦିନ ବ୍ୟାପି ଝୁଲଣ ଉତ୍ସବ ଅନୁଷ୍ଠିତ ହେଉଥିଲା ଝୁଲଣ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହ ମାନଂକୁ ବିଭାନ ରେ ଗ୍ରାମ ପରିକ୍ରମା କାରା ଯାଇ ଝୁଲଣ ମଣ୍ଡପ କୁ ଆସି ରାଧା କୃଷ୍ଣ ଙ୍କ ଝୁଲଣ କ୍ରୀତନ୍ କାରା ଯାଇ ଥିଲା l ଠାକୁର ଙ୍କୁ ଝୁ ଲାଇ ମନ ଭକ୍ତି ଭାବ ସ୍ୱର ରେ କ୍ରିତନ କାରା ଯାଇ ଥିଲା ରାଧକୃଷ୍ଣ ଙ୍କ ଭାବ ରେ ଗ୍ରାମ ବାସି ମାନେ ମର୍ଜି ଯାଇ ଥିଲେ 5ଦିନ ଧରି ଗ୍ରାମ ରେ ଅଧ୍ୟlତ୍ମିକ ବାତା ବରଣ ସୃଷ୍ଟି ହୋଇ ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking