32.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶହରିଆଣା ପ୍ରଦେଶ ବିଜେପିକୁ ଶକ୍ତ ଝଟ୍‌କା; ମେଣ୍ଟ ସରକାରରେ ହାତ ଛାଡିଲେ ୪ ବିଧାୟକ

ହରିଆଣା ପ୍ରଦେଶ ବିଜେପିକୁ ଶକ୍ତ ଝଟ୍‌କା; ମେଣ୍ଟ ସରକାରରେ ହାତ ଛାଡିଲେ ୪ ବିଧାୟକ

ଚଣ୍ଡିଗଡ: ଦିନକ ପୂର୍ବେ କେନ୍ଦ୍ର ନିର୍ବାଚନ ଆୟୋଗ ଅକ୍ଟୋବର ୧ରେ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ ପ୍ରଦେଶ ବିଜେପିକୁ ଶକ୍ତି ଝଟ୍‌କା ଲାଗିଛି। ହରିଆଣାରେ ଏବେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ରହିଥିବା ବେଳେ ଗତ ୨୦ ଘଣ୍ଟା ମଧ୍ୟରେ ୪ ବିଧାୟକ ଆକସ୍ମିକ୍ ଭାବେ ଇସ୍ତଫା ଦେଇଛନ୍ତି। ବିଧାୟକ ଈଶ୍ୱର ସିଂହ, ଦେବେନ୍ଦ୍ର ବବଲୀ , ଅନୁପଧାନକ ଏବଂ ରାମ କରଣ କଲା ମେଣ୍ଟ ସରକାରରୁ ଇସ୍ତଫା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking