32.6 C
Bhubaneswar
Saturday, June 27, 2026
Homeଓଡିଶାଆମ୍ବୁଲାନ୍ସ ଧକ୍କାରେ ଯୁବକ ମୃତ

ଆମ୍ବୁଲାନ୍ସ ଧକ୍କାରେ ଯୁବକ ମୃତ

ବଲାଙ୍ଗିର : ଯୁବକଙ୍କ ଉପରେ ମାଡ଼ି଼ଗଲା ଆମ୍ବୁଲାନ୍ସ। ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଫାସଡ଼ ଛକରେ ଘଟିଛି ଏଭଳି ସଡକ ଦୁର୍ଘଟଣା। ମୃତ ଯୁବକ ଜଣଙ୍କ ହେଲେ ଲୋଇସିଂହା ନିକଟସ୍ଥ ଜଡ଼ାମୁଡା ଗାଁର ସୁମନ୍ତ ପ୍ରଧାନ। ଆଜି ସକାଳେ ସୁମନ୍ତ ବାଇକ୍ ଯୋଗେ ବଲାଙ୍ଗିରରୁ ଲୋଇସିଂହା ଅଭିମୁଖେ ଯାଉଥିଲେ। ଏହି ସମୟରେ ଫାସଡ଼ ନିକଟରେ ବୀପରିତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁମନ୍ତଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ଆମ୍ବୁଲାନ୍ସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ଜଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking