ଯାଜପୁର : କୋରେଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରବିବାର ମୃତ୍ରୁଞ୍ଜୟ ପୁର ମା ହିଙ୍ଗୁଳା ମଣ୍ଡପ ଠାରେ ଜୟ ଦେବ ଉତ୍ସବ ଓ ବର୍ଷା କବିତା ଅlସ ର ଅନୁଷ୍ଠିତ ହୋଇ ଥିଲା l ସାହିତ୍ୟ କହିଲେ ଆମେ ଯାହା କହୁଛୁ ଲେଖୁଛୁ ତାହା ହିଁ ସାହିତ୍ୟ ଭାଷା ସଂକୃତି ଘଟଣା ବଳି କୁ ଲେଖକ ମନର ଭାବ ଆବେଗ ରେ ଘଟଣl ବାଲିକୁ ନେଇ ସାହିତ୍ୟ ରଚନା କରି ଥାନ୍ତି ଭକ୍ତ କବି ଜୟ ଦେବ ରଚନା ରାଧା କୃଷ୍ଣ ଙ୍କ ଅପ୍ରlକୃତିକ ପ୍ରେମ ର ସଂକୃତ ଭାଷା ରେ ମଧୁର ଭାଷା ଲଳିତ୍ୟ ରେ ଭକ୍ତି ଲେଖିଛନ୍ତି ଓଡିଶା ସଂକୃତି ମଧ୍ୟ୍ୟ ସ୍ଥାନ ଦେଇ ଛନ୍ତି l ବର୍ଷା ଵା ମେଘ କୁ ନେଇ କବି କାଳିଦାସ ପ୍ରେମ ବିରହ ମେଘ ଦୂତ କାବ୍ୟ ରଚନା କରିଛନ୍ତି ବର୍ଷା ଋତୁ ଆକାଶ ସବୁଜ ଶସ୍ୟ କ୍ଷେତ୍ର ଟାପର ଟାପର ବର୍ଷା କୁ ନେଇ କବି ମନ ଅନ୍ଧୋଳିତ କରି ଥାଏ କବି ଭାବନା ବୁଡି ରହି ଲେଖନୀ ମୁନ ରେ ଝରି ଯାଏ ବର୍ଷା ଋତୁ ର ସୁନ୍ଦର କବିତା ବୋଲି ଅତିଥି ମାନେ କହି ଥିଲେ ଏହି ଉତ୍ସବ କୁ କୋରେଇ ବିଧାୟକ ଆକାଶ ଦାସ ନାୟକ ଉଡୁଘାଟନ କରି ଥିଲେ l ବିଶିଷ୍ଟ ଗୀତି କବି ଲେଖକ ଶିକ୍ଷା ବିତି ନନ୍ଦ କିଶୋର ସିଂହ ଙ୍କ ରଚିତ ଅନୁ ଭୂତି ସିଦ୍ଧ ନିବନ୍ଧ ନାମକ ପୁସ୍ତକ କୁ ବିଧାୟକ ଶ୍ରୀ ଦାସ ନାୟକ ଉନ୍ମ ମୋଚନ କରି ଥିଲେ ଡ଼ ପ୍ରଭଞ୍ଜନ ପତି, ଡ଼ ଶାନ୍ତନୁ କୁମାର ରଥ ପ୍ରମୁଖ ଯୋଗ ଦେଇ ଭକ୍ତ କବି ଜୟ ଦେବ ଙ୍କ ଗୀତି ଗୋବିନ୍ଦ ଓ ବର୍ଷା କୁ ନେଇ କବିତା ଉପରେ ଆଲୋଚନା କରି ଥିଲେ l ସଂସଦ ର ସଭାପତି ନନ୍ଦ କିଶୋର ସିଂହ ଉତ୍ସବ ରେ ଅଧକ୍ଷତା କରି ଥିଲେ ସଂସଦ ର ସମ୍ପାଦକ ବିଶିଷ୍ଟ ଲେଖକ ପଣ୍ଡିତ ସୂର୍ଯ୍ୟ ମଣି ଖୁଣ୍ଟିଆ କବି ଜୟ ଦେବ ଙ୍କ ଗୀତି ଗୋବିନ୍ଦ ଓ ବର୍ଷା ଋତୁ କବି ଙ୍କ ଭାବନା ଲେଖନୀ ମୁନ ରେ ଆତ୍ମ ପ୍ରକାଶ ପାଏ ଓ ଉତ୍ସବ ଉଦେଶ୍ୟ ସମ୍ପର୍କ ରେ ସୂଚନା ଦେଇ ଥିଲେ l ଦୟା ନିଧି ନାୟକ ଅତିଥି ପରଚୟ କରି ଥିଲେ l ମଞ୍ଚ ପରିଚାଳନା କରି ଥିଲେ ପ୍ରାଧ୍ୟାପକ ଅକ୍ଷୟ କୁମାର ମହାନ୍ତି କବିତା ପାଠୋତ୍ସବ ରେ ଡ଼ ମୋହନ ଚରଣ ଖୁଣ୍ଟିଆ,ଶିବ ଚରଣ ମାଝୀ ପଣ୍ଡିତ ଡ଼ ଅକ୍ଷୟ କୁମାର ଦାଶ ଅକ୍ଷୟ କୁମାର ବାରିକ ବ୍ୟଙ୍ଗ କବି ବାଇଧର ମାଝୀ ପ୍ରମୁଖ ଶତାଧିକ କବି କବିୟତ୍ରୀ କବିତା ପାଠ କରି ଥିଲେ ଶେଷରେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଦେଇ ଥିଲେ କୃତିତ୍ୱ ହାସଲ କରି ଥିବା ଛାତ୍ର ଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ପାରି ଦର୍ଶିତା କରି ଥିବା କୃତିତ୍ୱ ଅର୍ଜୁନ କରି ଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବଦ୍ଧିତ କରା ଯାଇ ଥିଲା l ସ୍ୱତନ୍ତ୍ର ସଂମ୍ମାନ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l










