26.1 C
Bhubaneswar
Saturday, March 14, 2026
Homeଅପରାଧବାର ଗାର୍ଲଙ୍କୁ ଦୁର୍ବ୍ୟବହାର; ବାର ମାଲିକ ଗିରଫ

ବାର ଗାର୍ଲଙ୍କୁ ଦୁର୍ବ୍ୟବହାର; ବାର ମାଲିକ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରେ ଜଣେ ବାର୍ ମାଲିକ ଓ ତାଙ୍କ ଏଜେଣ୍ଟ ଗିରଫ । ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ବାର୍ ଗାର୍ଲଙ୍କୁ ଉଦ୍ଧାର ସହ ମାଲିକଙ୍କୁ ଗିରଫ କରିଛି ଧଉଳି ପୋଲିସ । ତେବେ ଉଦ୍ଧାର ହୋଇଥିବା ୬ ବାର୍ ଗାର୍ଲ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି ।

୪୯ ନୁହେଁ ଥିଲେ ୯୯ ପ୍ରେମିକା !

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking