32.1 C
Bhubaneswar
Thursday, February 12, 2026
Homeଓଡିଶାସାଂସଦ ଅପରାଜିତା ଷଡଙ୍ଗୀ ପିଏସି ସଭ୍ୟ ନିର୍ବାଚିତ

ସାଂସଦ ଅପରାଜିତା ଷଡଙ୍ଗୀ ପିଏସି ସଭ୍ୟ ନିର୍ବାଚିତ

ନୂଆଦିଲ୍ଲୀ : ସାଂସଦ ଅପରାଜିତା ଷଡଙ୍ଗୀ ପିଏସି ସଭ୍ୟ ନିର୍ବାଚିତ । ୨୦୨୫ ମସିହା ଏପ୍ରିଲ ୩୦ରେ ସରିବ କାର୍ଯ୍ୟକାଳ । ପବ୍ଲିକ୍ ଆକାଉଣ୍ଟଓ କମିଟିର ସଦସ୍ୟ ହେଲେ ଅପରାଜିତା । ପବ୍ଲିକ୍ ଆକାଉଣ୍ଟସ୍ କମିଟିରେ ୧୯ ଜଣ ସଦସ୍ୟଙ୍କ ନିର୍ବାଚନ ସଂପର୍କରେ ଜୁନ ୨୮ ତାରିଖରେ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ, ୦୪ ପ୍ରାର୍ଥୀ ନିର୍ବାଚନରୁ ସେମାନଙ୍କ ପ୍ରାର୍ଥୀ ପ୍ରତ୍ୟାହାର କରିଥିଲେ। ଅବଶିଷ୍ଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧୫। ନିମ୍ନଲିଖିତ ସଦସ୍ୟମାନଙ୍କୁ ପବ୍ଲିକ ଆକାଉଣ୍ଟସ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିବାକୁ ଘୋଷଣା କରାଯାଇଛି । ତେବେ ତାଙ୍କର କାର୍ଯ୍ୟକାଳ ୩୦ ଏପ୍ରିଲ, ୨୦୨୫ରେ ଶେଷ ହେବ ।
୧. ଟି. ଆର ବାଲୁ
୨. ନିଶିକାନ୍ତ ଦୁବେ
୩. ଜଗଦମ୍ବିକା ପାଲ୍
୪. ରବି ଶଙ୍କର ପ୍ରସାଦ
୫. ସି.ଏମ ରମେଶ
୬. ତ୍ରିବେନ୍ଦ୍ର ସିଂ ରାୱତ
୭. ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀ
୮. ପ୍ରଫେସର ସୌଗାଟା ରୟ
୯. ଆପାରାଜିତା ଷଡ଼ଙ୍ଗୀ
୧୦. ଅମର ସିଂ
୧୧. ତେଜସ୍ୱୀ ସୂର୍ଯ୍ୟା
୧୨. ଅନୁରାଗ ସିଂ ଠାକୁର
୧୩. ବାଲାଶୋରି ଭାଲାବାନେନି
୧୪. କେ ସି ଭେନୁଗୋପାଲ୍
୧୫. ଧର୍ମେନ୍ଦ୍ର ଯାଦବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking