27.1 C
Bhubaneswar
Thursday, February 12, 2026
Homeଓଡିଶାହୀରାକୁଦ : ବନ୍ଦ ହେଲା ଆଉ ୨ ଗେଟ

ହୀରାକୁଦ : ବନ୍ଦ ହେଲା ଆଉ ୨ ଗେଟ

ସମ୍ବଲପୁର : ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ । ବର୍ତ୍ତମାନ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ବାମ ପଟରୁ ୮ଟି ଓ ଡାହାଣ ପଟରୁ ୪ଟି ଗେଟ ଖୋଲା ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ଜୁଲାଇ ୩୧ରେ ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ କରାଯାଇଥିଲା। ଫଳରେ ୧୪ଟି ଗେଟ ମଧ୍ୟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା। ଡ୍ୟାମର ବାମପାର୍ଶ୍ୱରେ ୧୦ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଖୋଲା ରହିଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଥିଲା।

 

 

 

 

 

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking