17.1 C
Bhubaneswar
Sunday, December 21, 2025
Homeଓଡିଶାଗୋଟିଏ ବର୍ଷରେ ୧୪୦ ଯୋଜନା

ଗୋଟିଏ ବର୍ଷରେ ୧୪୦ ଯୋଜନା

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପୂର୍ବରୁ ବର୍ଷକରେ ୧୪୦ ଯୋଜନା କରାଯାଇଛି । ଏହିସବୁ ଯୋଜନା ବିନା ବଜେଟରେ ବ୍ୟୟବରାଦ କରାଯାଇଥିଲା । ଅନେକ ଯୋଜନା କେବଳ ଘୋଷଣାରେ ହିଁ ସୀମିତ ରହିଯାଇଛି । ଏପରିକି ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ବି ବ୍ୟୟବରାଦ ହୋଇନଥିଲା ବୋଲି ବିଧାନସଭାରେ ସୂଚନା ଦିଆଯାଇଛି । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking