23.1 C
Bhubaneswar
Tuesday, May 5, 2026
Homeଓଡିଶା୩୦ ଜିଲ୍ଲାରେ ବିଜେପି କରିବ ପ୍ରେସମିଟ

୩୦ ଜିଲ୍ଲାରେ ବିଜେପି କରିବ ପ୍ରେସମିଟ

ଭୁବନେଶ୍ୱର : ବଜେଟ୍ ସମ୍ପକରେ ଲୋକଙ୍କୁ ଅବଗତ କରିବ ବିଜେପି । ରାଜ୍ୟର ୩୦ ଜିଲ୍ଲାରେ ପ୍ରେସମିଟ୍ ବିଜେପି କରିବ । ପ୍ରେସମିଟ୍ କରିବେ ବିଜେପିର ବରିଷ୍ଠ ନେତା । ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା କରିବେ ଅବଗତ । ଅନ୍ୟ ବିଜେପିର ବରିଷ୍ଠ ନେତା ବି କରିବେ ଅବଗତ । ୨୭ ଓ ୨୮ ତାରିଖରେ ବିଜେପି ପ୍ରେସମିଟ୍ କରିବ ।

ବିଧାନସଭାରେ ଉଠିଲା ଆଳୁ ପ୍ରସଙ୍ଗ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking