ଭୁବନେଶ୍ୱର : ଆଜି ପଞ୍ଚମ ଦିନ ସୁରୁଖୁରୁରେ ଚାଲିଛି ବିଧନସଭା ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ବିଧାନସଭା ଶୂନ୍ୟକାଳରେ ଉଠିଲା ଆଳୁ ପ୍ରସଙ୍ଗ । ବାଲେଶ୍ୱରେ ଆଳୁ ମିଳୁନଥିବା କହିଲେ ବିଧାୟକ ମାନଓ ଦତ୍ତ । ପଶ୍ଚିମବଙ୍ଗର ଦାଦାଗିରି ପାଇଁ ଆଳୁ ଗାଡି ଆସିପାରୁନଥିବା କହିଲେ । ଆବଶ୍ୟକ ପଡିଲେ ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଯାଉଥିବା ସାମଗ୍ରୀ ବନ୍ଦ କରାଯିବ । ସରକାର ଏ ଦିଗରେ ଦୃଷ୍ଟି ଦେବାକୁ କହିଲେ … Continue reading ବିଧାନସଭାରେ ଉଠିଲା ଆଳୁ ପ୍ରସଙ୍ଗ
Copy and paste this URL into your WordPress site to embed
Copy and paste this code into your site to embed