23.1 C
Bhubaneswar
Tuesday, May 5, 2026
Homeଓଡିଶାବିଧାନସଭାରେ ଉଠିଲା ଆଳୁ ପ୍ରସଙ୍ଗ

ବିଧାନସଭାରେ ଉଠିଲା ଆଳୁ ପ୍ରସଙ୍ଗ

ଭୁବନେଶ୍ୱର :  ଆଜି ପଞ୍ଚମ ଦିନ ସୁରୁଖୁରୁରେ ଚାଲିଛି ବିଧନସଭା ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ବିଧାନସଭା ଶୂନ୍ୟକାଳରେ ଉଠିଲା ଆଳୁ ପ୍ରସଙ୍ଗ । ବାଲେଶ୍ୱରେ ଆଳୁ ମିଳୁନଥିବା କହିଲେ ବିଧାୟକ ମାନଓ ଦତ୍ତ । ପଶ୍ଚିମବଙ୍ଗର ଦାଦାଗିରି ପାଇଁ ଆଳୁ ଗାଡି ଆସିପାରୁନଥିବା କହିଲେ । ଆବଶ୍ୟକ ପଡିଲେ ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଯାଉଥିବା ସାମଗ୍ରୀ ବନ୍ଦ କରାଯିବ । ସରକାର ଏ ଦିଗରେ ଦୃଷ୍ଟି ଦେବାକୁ କହିଲେ ବାଲେଶ୍ୱର ବିଧାୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking