ଭୁବନେଶ୍ୱର : ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନକାନୁନ ବ୍ୟାହତ ହୋଇନି, ପୂର୍ବ ସରକାରରେ ହେଉଥିଲା । ଏଏସ୍ଓ ଘଟଣାରେ ପୁରୀ ଜିଲ୍ଲାପାଳ ୧୫ ଦିନରେ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ ଯେ କେହି ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ହେବ । ଟିକେ ଧୈର୍ଯ୍ୟ ଧରନ୍ତୁ, ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିବା ଆବଶ୍ୟକ ଥିଲା ।