ପୁରୀ:ରତ୍ନଭଣ୍ଡାରର ଦ୍ୱିତୀୟ କବାଟ ଖୋଲିଲା । ଦ୍ୱିତୀୟ କବାଟ ଖୋଲି ଭିତରକୁ ପ୍ରବେଶ କଲେ ୧୫ ଜଣିଆ ଟିମ୍ ପ୍ରବେଶ କରିଛନ୍ତି । ତେବେ ଦିର୍ଘ ୪୬ ବର୍ଷ ପରେ ଖୋଲାଗଲା ରତ୍ନଭଣ୍ଡାର।