24.1 C
Bhubaneswar
Friday, February 13, 2026
Homeଓଡିଶାବାଇକ ଚାଳକଙ୍କୁ ୫୦ ମିଟର ଟାଣିନେଲା ଯାତ୍ରୀବାହୀ ବସ୍

ବାଇକ ଚାଳକଙ୍କୁ ୫୦ ମିଟର ଟାଣିନେଲା ଯାତ୍ରୀବାହୀ ବସ୍

ବାଲେଶ୍ଵର : ବାଇକ ଚାଳକଙ୍କୁ ଧକ୍କା ଦେଇ ୫୦ ମିଟର ଟାଣିନେଲା ଯାତ୍ରୀବାହୀ ବସ୍। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ବଜାର ନିକଟରେ ଏହି ଘଟଣାଟି ଘଟିଛି । ତେବେ ଉକ୍ତ ବାଇକ ଚାଳକ ଜଣକ ହେଉଛନ୍ତି ସୂର୍ୟ୍ୟକାନ୍ତ ମୁଣ୍ଡା । ଆଜି ସକାଳେ ସୂର୍ୟ୍ୟକାନ୍ତ ଜଣଙ୍କୁ କାନରେ ହେଡ଼ ଫୋନ ଦେଇ ବାଇକ ଚଲାଉଥିଲେ। ଏହି ସମୟରେ ବସ୍‌ଟି ବାଇକ ଚାଳକ ସୂର୍ୟ୍ୟକାନ୍ତଙ୍କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ବାଇକ ଚାଳକଙ୍କୁ ୫୦ମିଟର ଘୋଷାରି ନେଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking