32.1 C
Bhubaneswar
Saturday, September 21, 2024
Homeଓଡିଶାବର୍ଷା ଅଭାବରୁ ଫାଟି ଗଲାଣି ଚାଷ ଜମି

ବର୍ଷା ଅଭାବରୁ ଫାଟି ଗଲାଣି ଚାଷ ଜମି

କୋରେଇ : ଧାନ ତଲl ନଷ୍ଟ ହେଲାଣି ଚାଷୀ କୁଳ ହତାଶ l ବର୍ଷା କୁ ଚାତକ ପରି ଚାହିଁ ଛନ୍ତି ଏଥି ଦୃଶ୍ୟ ଟି କୋରାଇ ବ୍ଲକ୍ ର ରଣପୁ
ପଞ୍ଚାୟତ ର ମହୁଲିଆ ଗ୍ରାମ୍ୟ ର କେଦାର ମିଶ୍ର ନାମକ ଉଚ୍ଚ ଶିକ୍ଷିତ ଚାଷୀ କଣ କହୁଛନ୍ତି ଶୁଣନ୍ତୁ କୋରେଇ ବ୍ଲକ ରେ ୨୨ହଜାର ହେକ୍ଟର ଜମି ରେ ପାଣି ଅଭାବ ରୁ ମାଟି ଫାଟି ଯାଇଚି l ଏହି ବ୍ଲକ୍ ରେ ଜଳ ସେଚନ ର ସୁବିଧ ନାହି l ବର୍ଷା ଜଳ ଉପରେ ଚାଷୀ ନିର୍ଭର କରନ୍ତି ଉଠା ଜଳସେଚନ ପଏଣ୍ଟ ଗୁଡିକ ଅଚଳ ହୋଇ ପଡିଥିବା ଅବସ୍ଥା ରେ ରାହିଚି l ଚାଷୀ ମାନେ ଉଠା ଜଳସେଚନ କାର୍ଯ୍ୟl ଲୟ କୁ ଯାଇ ନିରାଶ ହେବାକୁ ପଡ଼ିଛି l ପ୍ରଶାସନ କୁମ୍ବ ନିଦ୍ରା ରେ ସୋଇ ଚି କୃଷି ବିଭାଗ ମଧ୍ୟ୍ୟ ନୀରବ ରହୁଚି l ଆଉ କେତେଟା ଦିନ ପରେ ଶ୍ରାବଣ ମାସ ଆସିବ ଆଜକୁ ୧୫ଦିନ ହେବ ବର୍ଷା ନାହିଁ l ଏହି ସମୟରେ ଧାନ ରୁଆ ପୋତା ବେଉଷଣ ସମୟ କିନ୍ତୁ ଧାନ ତଳି ପଡି ନାହିଁ l
ଚାଷୀ କୁଳ ହତାସ ସରକାର ପରିବର୍ତନ ହୋଇଚି ବିଜେପି ହାତ ରେ ଶାସନ ରହିଛି l ସରକାର ଉଠା ଜଳସେଚନ ଚାଲୁ କରିବା ପାଇଁ ବେବସ୍ତl କରୁନାହାନ୍ତି ମରୁଡି ସମ୍ପ୍ରକ୍ ରେ ସମୀକ୍ଷା କରୁ ନାହାଁନ୍ତି l ମହା ପୁରୁଷ ଅଚ୍ୟୁତାନନ୍ଦ ଯାହା ଲେଖି ଥିଲେ ସତ୍ୟ ହେବା କୁ ଯାଇଚି l ପର୍ବତ ଶିକରେ ଫୁଟିଁବ କଇଁ ଶ୍ରାବଣ ମାସରେ ଫଟିବ ଭୂଇଁ ଏହା ସତ୍ୟ ହେବାକୁ ବସିଲାଣି। ସରକାର ଏଥି ପ୍ରତି ଦୃଷ୍ଟି ନ ଦେଲେ ମରୁଡ଼ି ହେବ ଚାଷୀ ମାନେ ରାଜ ରାସ୍ତା କୁ ଓହ୍ଲାଇବ l ତିଳେ ହେଲେ ସନ୍ଦେହ ନାହିଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking