ଭୁବନେଶ୍ୱର : ଆଇଗିଣିଆ ଓଭର ବ୍ରିଜ ଦବିବା ଘଟଣା । ଓଭର ବ୍ରିଜ ଦବିବା ନେଇ ଏନଏଚଏଆଇକୁ ଦୋଷ ଦେଲା ବିଏମ୍ସି । ନିମ୍ନମାନର କାମ ହୋଇଥିବା ବିଏମ୍ସି ଅଭିଯୋଗ କରିଛି । ଓଭରବ୍ରିଜ ନିର୍ମଆଣର ୬ମାସରେ ଦବିବା ଆଶ୍ଚର୍ଯ୍ୟଜନକ ବୋଲି କହିଲା ବିଏମ୍ସି । ଟେକ୍ନିକାଲ ଟିମ ଯାଞ୍ଚ କରିବାକୁ ମେୟର ଦାବି କରିଛନ୍ତି ।