18.1 C
Bhubaneswar
Thursday, February 12, 2026
Homeଓଡିଶାସୁକିନ୍ଦା : ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ସୁକିନ୍ଦା : ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଯାଜପୁର : ସୁକିନ୍ଦାରେ ରଥଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋିଛନ୍ତି । ମୁହାଁମୁହିଁ ହେଲେ ଦୁଇ ସେବାୟତ ଗୋଷ୍ଠୀ । ପହଣ୍ଡି ଓ ଚାରମାଳ ଖୋଲିବାକୁ ନେଇ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ପକ୍ଷରୁ ସୁକିନ୍ଦା ଥାନାରେ ଏନେଇ ଏତଲା କରାଯାଇଥିବା ସୂଚନା ମିଳିଛି ।

ଗୁଳିମାଡ କରି ୧୨ ଲକ୍ଷ ଲୁଟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking