24.1 C
Bhubaneswar
Friday, December 26, 2025
Homeଓଡିଶାସିଏମ୍‌ଓରୁ ୪ ଅଫିସରଙ୍କୁ ହଟାଗଲା

ସିଏମ୍‌ଓରୁ ୪ ଅଫିସରଙ୍କୁ ହଟାଗଲା

ଭୁବନେଶ୍ୱର : ସିଏମ୍‌ଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ଫେରାଗଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସିଏମ୍‌ଓରେ କାର୍ଯ୍ୟରତ ଥିଲେ ଏହି ୪ ଅଫିସର । ଲାଲ ମନୋଜ କୁମାର ରାଜ, ରବୀନ୍ଦ୍ର କୁମାର ସେଠୀ ଜିଏକୁ ଫେରିଲେ । ଶୁଭ୍ରାଂଶୁ ମିଶ୍ର ଏବଂ ମନୋଜ କୁମାର ସ୍ୱାଇଁ ମଧ୍ୟ ଜିଏକୁ ଫେରିଲେ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking