24.4 C
Bhubaneswar
Thursday, May 14, 2026
Homeଓଡିଶାଜେଲ ଗଲେ ଖଣ୍ଡପଡା ତହସିଲଦାର

ଜେଲ ଗଲେ ଖଣ୍ଡପଡା ତହସିଲଦାର

ଖଣ୍ଡପଡା : ଲାଞ୍ଚ ନେବା ମାମଲାରେ ଜେଲ ଗଲେ ନୟାଗଡ଼ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ। ମୋରମ ବୋଝେଇ ଗାଡ଼ି ଛାଡିବା ମାମଲାରେ ଧୋବେଇ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ। ଲାଞ୍ଚ ନେବା ନେଇ ଆଗୁଆ ଖବର ପାଇବା ପରେ ଭିଜିଲାନ୍ସ ଛକି ବସିଥିବା ବେଳେ ଲାଞ୍ଚ ନେବା ପରେ ମାଡ଼ି ବସିଥିଲା । ଗିରଫ ପରେ ଧୋବେଇ ନାୟକଙ୍କ କାର୍ୟ୍ୟାଳୟ ସମେତ ପୈତୃକ ଘର ଓ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଗତ ୩ ବର୍ଷ ଧରି ଖଣ୍ଡପଡା ତହସିଲଦାର ଭାବେ କାର୍ୟ୍ୟ କରୁଥିଲେ ଧୋବେଇ ନାୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking