30.7 C
Bhubaneswar
Thursday, June 18, 2026
Homeଓଡିଶାଶିକାର ବେଳେ ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ଶିକାର ବେଳେ ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ସୁବର୍ଣ୍ଣପୁର : ଉଲୁଣ୍ଡା ବନବିଭାଗ ଆଜି ପାଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦଳି ଜଙ୍ଗଲ ଠାରେ ଶିକାର କରୁଥିଲେ କିଛି ବ୍ୟକ୍ତି। ଶିକାର ବେଳେ ୪ ଶିକାରଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଶିଆଳକୁ ଉଦ୍ଧାର କରିଛି ବନ ବିଭାଗ। ଏହି ଚାରି ଯୁବକ ଖେମାଲୋଏ ଅଞ୍ଚଳର ହୋଇଥିବା ବେଳେ ଏହି ଜଙ୍ଗଲରେ ବିଭିନ୍ନ ସମୟରେ ସେମାନେ ହରିଣ, ବାରହା ଆଦି ଶିକାର କରନ୍ତି ବୋଲି ସୂଚନା ଦେଇଛନ୍ତି ଉଲୁଣ୍ଡା ରେଞ୍ଜର। ଆଜି ଏହି ଚାରି ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking