23.1 C
Bhubaneswar
Sunday, December 28, 2025
Homeଓଡିଶାକଂଗ୍ରେସ ଆତ୍ମସମୀକ୍ଷା କରୁ : ମନମୋହନ ସାମଲ

କଂଗ୍ରେସ ଆତ୍ମସମୀକ୍ଷା କରୁ : ମନମୋହନ ସାମଲ

ଭୁବନେଶ୍ୱର : ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡା ସମାଲୋଚନା କଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ କଡା ସମାଲୋଚନା । କଂଗ୍ରେସ ଶିଷ୍ଟାଚାର ଭୁଲି ଯାଇଛି ବୋଲି କହିଲେ ମନମୋହନ । ଆତ୍ମଗର୍ବ, ଅହଂକାର ପାଇଁ କଂଗ୍ରେସର ଅବସ୍ଥା ଆଜି ଏମିତି ହୋଇଛି । ଗତ ୨ଟି ନିର୍ବାଚନରେ ଶହେ ଛୁଇଁ ପାରୁନି କଂଗ୍ରେସ । ଦେଶବାସୀ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । କଂଗ୍ରେସ ଆତ୍ମସମୀକ୍ଷା କରୁ, ଆତ୍ମବିଶ୍ଳେଷଣ କରୁ ବୋଲି କହିଲେ ମନମୋହନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking