26.1 C
Bhubaneswar
Wednesday, September 23, 2026
Homeଅପରାଧଅଜା କଟାମୁଣ୍ଡ ଧରି ବୁଲିଲା ନାତି

ଅଜା କଟାମୁଣ୍ଡ ଧରି ବୁଲିଲା ନାତି

କୋଇଡା : ସୋମବାର ସୁନ୍ଦରଗଡରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃସଂଶ ନାତି। ହତ୍ୟା ପରେ କଟା ମୁଣ୍ଡ ଧରି ବୁଲିଲା ବେଳେ ଗ୍ରାମବାସୀ ନାତିକୁ ଧରିଛନ୍ତି। କେ.ବଲାଙ୍ଗ ଥାନା ପୁରୁଣା ପାଣି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣି ଗାରେଡି ସନ୍ଦେହରୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ ନାତିକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking