28.1 C
Bhubaneswar
Saturday, September 28, 2024
Homeଓଡିଶାକିସ୍ କୁ ଝଟକା

କିସ୍ କୁ ଝଟକା

ଭୁବନେଶ୍ୱର : ଜଙ୍ଗଲ ଜମି ହସ୍ତାନ୍ତର ମାମଲାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଚିଠି । କିସମ ବଦଳ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ଯାଏଁ କୌଣସି ପଦକ୍ଷେପ ନନେବାକୁ ନିର୍ଦ୍ଦେଶ । ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କିସ୍ କୁ ଜଙ୍ଗଲ ଜମି ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ସ୍ପଷ୍ଟୀକରଣ ମାଗିଛି ଆଦିବାସୀ ବ୍ୟାପାର ମନ୍ତ୍ରାଳୟ । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ରହିଛି ୪.୦୩୨ ହେକ୍ଟର ଜଙ୍ଗଲ ଜମି । ଖୋର୍ଦ୍ଧା ଜିଲ୍ଲାପାଳ କହିଲେ ତଦନ୍ତ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking