28.1 C
Bhubaneswar
Sunday, September 29, 2024
Homeଓଡିଶାତାରିଣୀ ପୀଠକୁ ମିଳିବ ଜାତୀୟ ମାନ୍ୟତା

ତାରିଣୀ ପୀଠକୁ ମିଳିବ ଜାତୀୟ ମାନ୍ୟତା

କେନ୍ଦୁଝର : ଘଟଗାଁ ତାରିଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଆଉ ୫୦ କୋଟି । ମା’ ତାରିଣୀଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଏବେ ୫୦ କୋଟିର କାମ ଚାଲିଛି, ଏହା ତାରିଣୀ ପୀଠର ବିକାଶ ପାଇଁ ପର୍ଯ୍ୟାପ୍ତ ନୁହେଁ । ସେଥିପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଶହେ କୋଟି ଟଙ୍କାର ସୌନ୍ଦର୍ଯ୍ୟକରଣ କାମ ହେବ । ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନେଦେରକୁ ଅନୁରୋଧ କରିବୁ ବୋଲି । ତାରିଣୀ ପୀଠ ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ତେବେ ତାରିଣୀ ମନ୍ଦିର ବୁଲିବା ପରେ ନଡିଆ କୋରା ଓ ତାରିଣୀଙ୍କ ଫଟୋ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking