19.1 C
Bhubaneswar
Wednesday, February 11, 2026
Homeଓଡିଶାହାଇକୋର୍ଟ ଗଲେ ଦିଲୀପ

ହାଇକୋର୍ଟ ଗଲେ ଦିଲୀପ

ଭୁବନେଶ୍ୱର : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ । ବିଧାୟକ ଶାରଦା ନାୟକଙ୍କ ବିରୋଧରେ ଦାୟର କଲେ ମାମଲା । ଶାରଦାଙ୍କ ବିଧାୟକ ପଦ ଅସିଦ୍ଧ ଘୋଷଣା କରିବାକୁ ଦିଲୀପଙ୍କ ଦାବି । ନାମାଙ୍କନ ପତ୍ରରେ ଶାରଦା ଭୁଲ୍ ଓ ଅସଂପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ।

ଯୋଗ କଲେ ରାଷ୍ଟ୍ରପତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking