30.1 C
Bhubaneswar
Saturday, September 28, 2024
Homeଓଡିଶାଆଲୋଚନା ପରେ ସ୍କୁଲ ନିଷ୍ପତ୍ତି : ମନ୍ତ୍ରୀ

ଆଲୋଚନା ପରେ ସ୍କୁଲ ନିଷ୍ପତ୍ତି : ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲ ଖୋଲିବା ସଂପର୍କରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ସ୍କୁଲ ସଂପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିାଯାଇଛି । ପାମିପାଗ ଦେଖି ସ୍କୁଲ ଖୋଲିବା ବା ବନ୍ଦ ନିଷ୍ପତ୍ତି ନେବାକୁ କୁହାଯାଇଛି । ଆଜି ଯାଏଁ ନିଷ୍ପତ୍ତି ବଳବତ୍ତର ରହିଛି ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । ସ୍କୁଲ କେମିତି ଖୋଲିବ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ

ମହାମହୀମଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking