27.1 C
Bhubaneswar
Tuesday, June 24, 2025
Homeଓଡିଶାମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଶ୍ରିଭୁବନପୁରର ଏକ ଇଟା ଭଟା ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତାଙ୍କ ଦ୍ବିତୀୟ ସ୍ବାମୀ। ପ୍ରଥମ ସ୍ବାମୀ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦ୍ବିତୀୟ ସ୍ବାମୀ। ଘଟଣାସ୍ଥଳରେ ପହଞ୍ଚି ଲେଫ୍ରିପଡ଼ା ଥାନା ପୁଲିସ ଛାନଭିନ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking