33.3 C
Bhubaneswar
Friday, June 13, 2025
Homeଓଡିଶାପୁରୀ ମୁଖ୍ୟ କେନାଲରେ ଯୁବକ ନିଖୋଜ

ପୁରୀ ମୁଖ୍ୟ କେନାଲରେ ଯୁବକ ନିଖୋଜ

ବାରଙ୍ଗ: କାନପୁର ନିକଟ ପୁରୀ ମୁଖ୍ୟ କେନାଲରେ ଓଲା ବାଇକ ସହ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି। ନଖରା ଅଞ୍ଚଳରେ ରହୁଥିବା ରାକେଶ ସାହୁ ନିଖୋଜ ହୋଇଛନ୍ତି। ରାତି ୧୧ଟାରେ ରାକେଶ ବାରଙ୍ଗରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସେ ସ୍ଥାନୀୟ ଓମଫେଡରେ କାମ କରନ୍ତି ବୋଲି ଜଣାଯାଇଛି। ପ୍ରତିଦିନ ସେ ଏହି ବାଟଦେଇ ଘରକୁ ଫେରିଥାନ୍ତି। ତେବେ ନିଖୋଜ ରାକେଶଙ୍କୁ ଖୋଜିବା ଲାଗି ପ୍ରୟାସ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking