22.1 C
Bhubaneswar
Wednesday, January 15, 2025
Homeଓଡିଶାସିବିଆଇ ଚାର୍ଜସିଟ୍‌ର ୨୩ ବର୍ଷ ପରେ ମିଳିଲା ଦଣ୍ଡାଦେଶ

ସିବିଆଇ ଚାର୍ଜସିଟ୍‌ର ୨୩ ବର୍ଷ ପରେ ମିଳିଲା ଦଣ୍ଡାଦେଶ

ଭୁବନେଶ୍ୱର : ସିବିଆଇ ଚାର୍ଜସିଟ୍‌ର ୨୩ ବର୍ଷ ପରେ ମିଳିଲା ଦଣ୍ଡାଦେଶ । ଆରଏସପିର ପୂର୍ବତନ ଏଜିଏମ୍ କେ.ବାଲ୍‌ଗଙ୍ଗାଧରଙ୍କୁ ୨ ବର୍ଷ ଜେଲ୍ । ୨୪ ଲକ୍ଷ ଟଙ୍କାର ଠକେଇ ମାମଲାରେ ପୂର୍ବତନ ଏଜିଏମ୍‌ଙ୍କୁୁ ଜେଲ୍ । ୨ ବର୍ଷ ଜେଲ୍ ସହ ୧୫ ହଜାର ଟଙ୍କା ଜରିମାନା କଲେ ସିବିଆଇ କୋର୍ଟ । ୨୦୦୧ ନଭେମ୍ବର ୨୯ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ ।

କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର, ନବୀନ ସରକାର : ଡ.ଲେଖାଶ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking