ଭୁବନେଶ୍ୱର : ଚାଟୁକାର ସରକାରୀ କର୍ମଚାରୀଙ୍କ ତାଲିକା କରୁଛୁ କହିଲେ ବିଜୟ ପଟ୍ଟନାୟକ । ଏଭଳି କର୍ମଚାରୀଙ୍କ ତାଲିକା କରି ନିର୍ବାଚନ କମିଶନଙ୍କୁ ଦେବୁ କହିଲେ । କିଛି ମୁଷ୍ଟିମେୟ ଅଧିକାରୀ ଶାସକ ଦଳର ଦଳୀୟ କାମ କରୁଛନ୍ତି । ଶାସକ ଦଳର କାମ କରୁଥିବା କର୍ମଚାରୀ ଆମ ନଜରରେ ଅଛନ୍ତି । ସେମାନଙ୍କ ତାଲିକା କରୁଛୁ, ନିର୍ବାଚନ କମିଶନରଙ୍କ ପାଖରେ ଦେବୁ ।