37.1 C
Bhubaneswar
Saturday, April 20, 2024
Homeଓଡିଶା ଚାଟୁକରଙ୍କ ତାଲିକା ଦେବୁ : ବିଜୟ

 ଚାଟୁକରଙ୍କ ତାଲିକା ଦେବୁ : ବିଜୟ

ଭୁବନେଶ୍ୱର : ଚାଟୁକାର ସରକାରୀ କର୍ମଚାରୀଙ୍କ ତାଲିକା କରୁଛୁ କହିଲେ ବିଜୟ ପଟ୍ଟନାୟକ । ଏଭଳି କର୍ମଚାରୀଙ୍କ ତାଲିକା କରି ନିର୍ବାଚନ କମିଶନଙ୍କୁ ଦେବୁ କହିଲେ । କିଛି ମୁଷ୍ଟିମେୟ ଅଧିକାରୀ ଶାସକ ଦଳର ଦଳୀୟ କାମ କରୁଛନ୍ତି । ଶାସକ ଦଳର କାମ କରୁଥିବା କର୍ମଚାରୀ ଆମ ନଜରରେ ଅଛନ୍ତି । ସେମାନଙ୍କ ତାଲିକା କରୁଛୁ, ନିର୍ବାଚନ କମିଶନରଙ୍କ ପାଖରେ ଦେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking