ନୂଆଦିଲ୍ଳୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ନିକଟରେ ଭାଇରାଲ୍ ହୋଇଥିବା ଭିଡିଓ ପ୍ରସଂଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ଯେଉଁ ଭିଡିଓରେ ରାହୁଲ କୁକୁଭାରତ ଯୋଡୋ ନ୍ୟାୟ ଯାତ୍ରାର ଏହି ଭିଡିଓ ଏକ୍ସରେ ପୋଷ୍ଟ୍ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଏବେ ବିଭିନ୍ନ ଲୋକ ସମାଲୋଚନା କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ ଏକ କୁକୁରକୁ ବିସ୍କୁଟ୍ ଖୁଆଉଛନ୍ତି। ହେଲେ କୁକୁରଟି ଯେତେବେଳେ ବିସ୍କୁଟ୍ ଖାଉନାହିଁ ତ ସେହି ବିସ୍କୁଟ୍କୁ ରାହୁଲ ସେଠାରେ ଛିଡ଼ା ହୋଇଥିବା ଜଣେ ସମର୍ଥକଙ୍କୁ ଦେଇ ଦେଉଛନ୍ତି। ରାହୁଲଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି। ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ କୁକୁର ପରି ବ୍ୟବହାର କରନ୍ତି ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ମତ ରଖଛନ୍ତି।ର ମନା କରିବା ପରେ ସେହି ବିସ୍କୁଟ୍କୁ ଅନ୍ୟ ଜଣେ ସମର୍ଥକଙ୍କୁ ଦେଇଛନ୍ତି।