ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍ ହୋଇଥିବା ସୂଚନା । ବିଧାନସଭାରେ ବିଲ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ବିଲ୍ ଆଗତ ବେଳେ ବିରୋଧୀ କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା ହୋଇଥିବା ଦେଖିବାକୁ ମିଳିଥିଲା ।
ସନ୍ତାନ ଜନ୍ମ ପରେ ଆମର ଯାତ୍ରା ଅନ୍ୟ ମା’ ଓ ବାପାଙ୍କ ଠାରୁ ଭିନ୍ନ ରହିଛି: ବିପାଶା ବସୁ