32.1 C
Bhubaneswar
Friday, October 18, 2024
Homeଓଡିଶାଗାଁ କୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଛି : ମନମୋହନ ସାମଲ

ଗାଁ କୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଛି : ମନମୋହନ ସାମଲ

ଭୁବନେଶ୍ୱର : ଓଡିଶାରେ ଡବଲ ଇଞ୍ଜିନର ସରକାର ହେବ କହିଲେ ମନମୋହନ ସାମଲ । ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଗାଁ କୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଛି । ପଞ୍ଚୟତକୁ ଯିବାକୁ ଟାସ୍କ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ୧୨ ଶହ ପଞ୍ଚାୟତ ଗସ୍ତ ସରିଲାଣି, ଆଉ ୫ ହଜାର ପଞ୍ଚାୟତ ଗସ୍ତ ହେବ । ସାଂସଦ , ବିଧାୟକ, ପଦାଧିକାରୀ, କାର୍ଯ୍ୟକର୍ତ୍ତା ପଞ୍ଚାୟତ ଗସ୍ତ କରିବେ । ତୃଣମୂଳ ସଂଗଠନ ସୁଦୃଢ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking