26.1 C
Bhubaneswar
Thursday, September 19, 2024
Homeଓଡିଶାଓଡିଶା ଆର୍ଥିକ ବିକାଶର ମହାନାୟକ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଢେଇଙ୍କ ଜନ୍ମଦିନ ପାଳନ

ଓଡିଶା ଆର୍ଥିକ ବିକାଶର ମହାନାୟକ ଡ଼. ପ୍ରଫୁଲ୍ଲ ଚନ୍ଦ୍ର ଘଢେଇଙ୍କ ଜନ୍ମଦିନ ପାଳନ

ଯାଜପୁର: ମଙ୍ଗଳ ବର ବର୍ଷୀୟାନ ନେତା ପୂର୍ବ ତନ ଅର୍ଥ ମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ଜନ୍ମଦିନ l ଶ୍ରୀ ଘଡେଇ 83ବର୍ଷ ରେ ପ୍ରଦାର୍ପଣ କରିଛନ୍ତି ତାଙ୍କୁ ଦୀର୍ଘାୟୁ ଓ ମଙ୍ଗଳ କାମନା ପାଇଁ ତାଙ୍କ ର ଅନୁଗତ ଶୁବେଛୁ ମାନେ ମନ୍ଦିର ରେ ପୂଜା ପାଠ କରିଥିଲେ l ଘଢେଇ ଙ୍କ ଧବଳ ଗିରି ବାସ ଭୁବନ ରେ ସମଗ୍ର ଯାଜପୁର ଜିଲ୍ଲା ର ଅନୁଗାମୀ ଶୁଭେଛୁ ଶୁଭ ଚିତନ୍ତକ ମାନେ କେକେ କାଟି ଜନ୍ମଦିନ ଦିନ ପାଳିବା ସଂଗେ ଫୁଲ ଗୁଚ୍ଛ ହାର ପଗଡି ପଦାନ କରି ଶୁଭେଚ୍ଛା ମଂଗଳ କାମନା କରି ଫୋଟୋ ଉଠାଇ ଥିଲେ ମିଠାନ୍ନ ଖାଇ ଜନ୍ମଦିନ ପାଳନ କରି ଥିଲେ ସୁକିନ୍ଦା ଓ କୋରେଇ ଅଂଚଳ ର ବିଶେଷ କରି ଶୁଭଚିନ୍ତକ ମାନେ ଉପ ସ୍ଥିତ ଥିଲେ l ଘଢେଇ ବାସ ଭୁବନ ନାହିଁ ନ ଥିବା ଭିଡ଼ ଲାଗି ଥିଲା ଶ୍ରୀ ଘଢେଇ ହସ ହସ ବଦନ ରେ ସ୍ୱାଗତ କରି ଥିଲେ l ଅନାଥ ଆଶ୍ରମ ଓ ଗରିବ ଲୋକ ମାନଂକୁ ଶୀତ ବସ୍ଥ ଓ ନୂଆ ଲୁଗା ବଣ୍ଟନ କରା ଯାଇ ଥିଲା l ଦଳ ବଳ ନିର୍ବିଶେଷରେ ଶ୍ରୀ ଘଡେଇ ଙ୍କୁ ସବୁ ବର୍ଗ ର ନେତା କର୍ମୀ ମାନେ ଜନ୍ମଦିନ ର ଅଭିନନ୍ଦନ ଜ୍ଞାପନ କରି ଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking