16.1 C
Bhubaneswar
Thursday, January 9, 2025
Homeଓଡିଶାଜଗମୋହନ ମରାମତି ମାମଲା ; ଏଏସଆଇ ସତ୍ୟପାଠ ଅଗ୍ରାହ୍ୟ

ଜଗମୋହନ ମରାମତି ମାମଲା ; ଏଏସଆଇ ସତ୍ୟପାଠ ଅଗ୍ରାହ୍ୟ

ପୁରୀ : ଜଗମୋହନ ମରାମତି ମାମଲା ; ଏଏସଆଇ ର ସତ୍ୟପାଠ ଅଗ୍ରାହ୍ୟ । ସତ୍ୟପାଠ ଅସମ୍ପର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ଏଏସଆଇ କର୍ତ୍ତୃପକ୍ଷ । ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ କହିଲେ । ୨୦୧୭ରୁ ଏଯାବତ ମରାମତି ସଂପର୍କରେ ଜାଣିବାକୁ ଚାହିଁଥିଲେ କୋର୍ଟ ।

ଲୋକଙ୍କର ବି କିଛି ଦାୟିତ୍ୱ ରହୁଛି – ସିପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking