ଭୁବନେଶ୍ୱର : କଟକ ବିଧାୟକ ବିଜୟଶଙ୍କର ଓ ସୋମାଲିକା ବିବାଦ ମାମଲା । ସୋମାଲିକାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ବିବହ ପଞ୍ଚିକରଣ ଅଧିକାରୀଙ୍କ ପାଖରେ ମାମଲା ଚାଲୁଥିବାରୁ ଖାରଜ । ତଳକୋର୍ଟରେ ମାମଲା ଚଲୁଥିବାରୁ ହସ୍ତକ୍ଷେପ କରିବାକୁ ମନା କଲ । ବିଜୟଶଙ୍କର ଅନ୍ୟ ମହିଳାଙ୍କୁ ବିବାହ କରିବାକୁ ନେଇ ମାମଲା ହୋଇଥିଲା ।
ଆମ୍ ଆଦମୀ ପାର୍ଟିର ବଡ଼ ଘୋଷଣା: ମିଜୋରାମ ବିଧାନସଭା ନିର୍ବାଚନ ଲଢିବ ଏଏପି