ଭୁବନେଶ୍ୱର: ସମ୍ମାନଜନକ ଦାଦା ସାହେବ ଫାଲକେ ସୁରସ୍କାର ଘୋଷଣା ହୋଇଥିବା ସୂଚନା । ବର୍ଷିଆନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଫାଲକେ ପୁରସ୍କାର । ୫ ଦଶନ୍ଧିର କ୍ୟାରିଅର, ପ୍ରାୟ ଶହେ ଫିଲ୍ମରେ ନିଖୁଣ ଅଭିନୟ କରିଛନ୍ତି ଏହି ଅଭିନେତ୍ରୀ ଜଣକ ।