30.1 C
Bhubaneswar
Saturday, September 21, 2024
Homeଓଡିଶାକିଚକେଶ୍ୱରୀ ମନ୍ଦିରରୁ ପୁଣି ଚୋରି

କିଚକେଶ୍ୱରୀ ମନ୍ଦିରରୁ ପୁଣି ଚୋରି

କରଞ୍ଜିଆ: ଖିଚିଂ ସ୍ଥିତ ମା କିଚକେଶ୍ୱରି ମନ୍ଦିରରୁ ପୁଣି ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁବୃତ୍ତମାନେ । ଘଟଣାସ୍ଥଳରେ ରରୁଆଁ ପୋଲିସର ଛାନଭିନ୍ ଜରି ରହିଛି । ୬ ମାସ ତଳେ ମଧ୍ୟ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଇଥିଲେ ଦୁବୃତ୍ତ ମାନେ ।

ଜୀବିତ ଭାବି ସଂସ୍କାର ନକରି ଘରେ ରଖିଛନ୍ତି ମୃତଦେହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking