28.1 C
Bhubaneswar
Saturday, October 19, 2024
Homeଓଡିଶାବେଙ୍ଗାଲୁରୁ: ୭ କଲରାପତରିଆ ଶାବକ ମୃତ

ବେଙ୍ଗାଲୁରୁ: ୭ କଲରାପତରିଆ ଶାବକ ମୃତ

ବେଙ୍ଗାଲୁର:  ବେଙ୍ଗାଲୁରୁର ବାନେରଘାଟ୍ଟା ନ୍ୟାସନାଲ ପାର୍କରେ ୭ କଲରାପତରିଆ ଶାବକଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ବୟସ ୩ ରୁ ୧୦ ମାସ ମଧ୍ୟରେ ବୋଲି ଜଣାପଡିଛି । ପାନ୍‌ଲ୍ୟୁକୋପେନିଆ ଭୂତାଣୁ ସଂକ୍ରମଣ ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଥିବା ପାର୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗଷ୍ଟ ୨୨ରେ ଗୋଟିଏ ଶାବକ ସଂକ୍ରମଣର ଶିକାର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ଅନ୍ୟ ଶାବକଙ୍କୁ ବ୍ୟାପିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking