ସମ୍ବଲପୁର : ଖୋଲିବ ହୀରାକୁଦର ୨ଟି ଗେଟ୍। ଆଜି ଅପରାହ୍ ଣ ୪ଟାରେ ଖୋଲାଯିବ ଜଳଭଣ୍ଡାରର ଗେଟ୍। ଲଗାଣ ବର୍ଷା ଯୋଗୁଁ ଉଭୟ ପାର୍ଶ୍ବର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯିବା ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳଭଣ୍ଡାର। ଫଳରେ ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
ସମୂହ ଛୁଟିରେ ଯିବେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ: ୫୦ ହଜାର ସ୍କୁଲରେ ପଡ଼ିବ ତାଲା